akelapan.

na raha thaa akela me is jaha me,
jab tu meri jidagi me aaya hoga,
kehte h andhera to ho gaya hoga door,
jab tune chirago ko jalaya hoga.

shariye

जो  दिल  कहता है मै  वो  लिखता हूँ
अल्फ़ाज़  नही !अपने  दिल  के अरमान लिखता

कास तू होती

छू ही लेता बस तुझे ,गर तू मेरे पास होती
जी लेता पूरी जिंदगी ,तू जहा में कास होती
खुशियों का जहा बसा ,जा पहुंची तू कहा
आसमान से उतार लाता ,गर आने की आस होती
छू लेता बस तुझे ,गर तू मेरे पास होती

*आके आंखो की नमी तो देख
उल झने जो दी है जमाने ने
लाख कोशिश करे कोई
तेरा नाम दिल से मिटाने में

तू तो कतरो में सामिल सी है मेरी
मेरी उम्मीदों की सिप की मोती

छू लेता बस तुझे ,गर तू मेरे पास होती

Bss jii rha hu

tu rudhti reh mai ab mnane se rhaa,
tujhpe koi bhi hak jamaye mai toh jmane se rha,
jo bhi hai tera ab kabool ker use,
tu ab lakh bula mai toh aane se rha…….?

teri bari

Mujhe Thik Karoge Fir Bhi Salwate Padegi,
Mujhe Jitna Jodoge Utni Gathe Padegi,
Fitur Ye Jurm Dimag Par Chadega,
Ati Hue Har Saas Par Fanda Padega,
Aur Is Bar Jo Bat Hue To Bechaini Hogi,
Yakeenan Marne Me Asani Hogi,
Aur Main Kuch Yu Ara Hu Apne Irade Par Darakht Sa,
Meri Koshish Hai Teri Agli Mulaqat
Khuda Se Hogi,
Ek Dar Hai, Aur Wo Ye Ki
Ehsaan Na Khud Par Koi Dhar Kar Jau
Jannat Me Fariste Aah Kar Hisab Mange
Aise Na Mar Kar Jau
Mere Kuch Nisha Usme Me Samaiye To Honge
Usne Na Sahi Uske Makan Ne Anshu Bahaye To Honge
Aur Main Har Ek Sikayat Yahi Tod Kar Jaunga
Ghar Der Se Lautne Ka Shabab Chor Kar Jaunga
Main Kuch Yu Bhi Ja Kar Mitti Me Milunga
Tumhe Tumhare Hi Ghar Ke Kisi Ped Me Milunga
Meri Udaasi Se Ye Rasta Bimar Ho Jayega
Agar Main Uhi Raha To Safar kharab Ho Jayega
Apni Manjil Ko Kuch Yun Bhi Mushkil Bna Lunga Main
Ghar Se Niklunga To Pair Katwa Lunga Main
Ye Najare Khud Ko Andekha Sa lage Aisa Ehsaan Kar dunga
Main Kisi Ache Insan Ko Ye Ankhein Dan Kar Dunga
Main Marne Ka Talabgar Hu Mere Marne Ki Dua Karo Logo
Main Yun Hi Zinda Rah Gya To Bahut Pareshan Karunga
Mujhe Maut Ke Niyam Mehsar Ne Bateiye Hai
Mujhe Likhne Ke Tarike Kausar Ne Bateiye Hai
Maine Suna Hai Badi Hoto Khubsurat HiseDari Hai
Main Apne Hisse Ka Kar Chuka Ab Intejar Ki Teri Bari Hai

ଚାକରାଣି

ତରୁଣୀ ଦେହର ଜଳନ୍ତା ନିଆଁ କୁ ଲିଭେଇବାକୁ ଯୌବନରେ ଛେଚି କୁଟିହେଉଥିବା ରଢ ପାଗର ଯୁବକ ମାନଙ୍କର ଦେହ ହିଁ ଉପଯୁକ୍ତ ହେଲେସେଥିରେ ତ ପେଟ ପୁରିବନି ସେଇଥି ପାଇଁ ଆସନ୍ନ ମଲା ବୁଢାଙ୍କୁ ହିଁ ଆସରା କରିବାକୁ ପଡେ ସେମାନଙ୍କ ଆଖି ଦେଖି କହି ଦେଇ ପାରେ କାଭିତରେ କେତେ ତାତିମୁଣ୍ଡ ବାଳ ସିନା ଝୋଟ ହେଇ ଯାଇଥାଏ କିନ୍ତୁ କାମନା ବାସନାର କ୍ଷୁଧା ଟା ପ୍ରସମିତ ହେଇ ନଥାଏ କେଯାଣି ଲଂକା ପାଚିଲେ ବେଶି ରାଗ କି କଣ ଏମାନେ ,ଉଚିତମୁଲ୍ୟବି ଦିଅନ୍ତି କେହି କେହି ତ ପୁଅପାତି ସ୍ତ୍ରୀ ସମାଜ ସବୁ ଛାଡି ସମସ୍ତ ସ୍ତାବର ଅସ୍ତାବର ସଂପତି କୁ ମୋ ନା ରେକରି ଦବାକୁ ବସିଥାନ୍ତି ତା ନହେଲେ ଏଇ ଦେଖୁନାହାନ୍ତି ପାଟରା ବୁଢାଟା Dibetis 350/190 ମେଡିକାଲ ରେ ୭ଦିନ ହବ ଆଡମିଟ ହେଇକି ଅଛି କିନ୍ତୁ ମତେ ନିରୋଳାରେ ଦେଖି ଦେଇ ମୋ ଓଠ ରେ କୁଆଡେ Insuline ଅଛି ବେଲି କହି ମତେ ତା ଛାତି ଉପର କୁ ଟାଣି ନେଇ ଚୁମା ଟିଏ ଦେଇ ଦେଲା . ଠିକ ସେମିତି ଏଇ ଯୋଉ BDO ଦାଶ ମଉସା କୁଆଡେ ତାଂକ ବହୁ ସହିତ ଅବୈଧ ସଂପର୍କରେ ଲିପ୍ତ ଥିଲେ ବହୁ ଦିନ ଧରି ବୁଢାର ସମସ୍ତ ଅଳି ଅର୍ଦଳି ସହୁଥିଲେ ହେଲେ ବିଚାରି ଦେହ ମନର ଭୋକ ଶୋଷ କଣ ମେଣ୍ଟୁଥିଲା ସେଇଥି ପାଇଁ ବୁଢାର ସମସ୍ତ ସଂପତି କୁ ହାତ କରି ସିଏ ତାଂକର କୋଉ ପୁରୁଣା ସାଂଗସହିତ ଫିଟ ହେଇ ଗଲେ ଆଉ ଏ ଭଂଗା ଟ୍ରଙ୍କ ର ଦାୟିତ ମତେ ଦେଇଗଲେ.ମତେ ତ ତା ଘରେ କାମ ଫାମ କିଛି କରିବାକୁ ପଡେନା ସବୁ କାମ ସିଏ କରିଦିଏ ମୁଁ କେବଳ ତା ବିଛଣା ର ଦାୟିତ୍ୱ ନିଏ ଓଲଟି ମୁଁ ଗଲା କ୍ଷଣି କୋଉ ଆସାମରୁ କି ଡାର୍ଜିଲିଂଗରୁ ଆଣିଥିବା ନୂଆ ନୂଆ ଚା ର ସ୍ୱାଦ ଚଖାଏ ତା ସହିତ ଦେହର ଫୁର୍ତି ପାଇଁ କୋଉଠୁ କୋଉଠୁ କି କି ଓଷଧ ଖାଏ କେଜାଣି ଘଇଲା ବାଘ ଭଳି ହଉଥାଏ ଏଇ ଟିକକ ତୁଛ ଆଇଁସର ସୁଆଦ ପାଇଁ . ଏଇ ବୁଢା ମାଲିକଙ୍କ ପାଇଁ ମୁଁ କୁଆଡେ ସଂଜିବନି ହଉ କି ନହଉ ମୋ ପାଇଁ କିନ୍ତୁ ସେମାନେ ପେଟର ଦାନା ପାଣି ବାବୁ ଚାକରାଣି ବି ସୁନ୍ଦର ହବା ଦରକାର ନହେଲେ ମାଲିକ ମାନଙ୍କର ମନ କୁ ଆଜିକାଲି ମାଲିକାଣି ମାନେ ଆଦୌ ଚିହ୍ନି ପରନ୍ତିନି ତେଣୁ ସଜେଇ ହବା ପାଇଁ ବି କିଛି ଖର୍ଚ ପାଣି ବି ଅଛି ଆଜି କାଲି ସବୁ ଜିନିଷର ଯାହା ରେଟ ଏଇ କାମ କରି କେତେ ପଇସା ଯେ ମିଳେ ସେଥିରେ କ୍ରିମ ପାଉଡର ଫେସୱାସ ସାଂପୁ କଣ୍ଡିସନର କିଣିବ ଏଇଯୌବନରେ ବଳଥାଉ ଥାଉ କିଛି ସଂଚୟ କରି ରଖିବାକୁ ପଡିବ ନହେଲେ ବୟସ ର ଅପରାହ୍ନ ସମସ୍ତଙ୍କ ପାଇଁ ଦିନେ ଆସବି ହିଁ ଆସିବ ତା ପୁର୍ବରୁ ଯଦି ଜିବ ଚାଲିଗଲା ଭଲ କଥା. ଯାହଉ ମରିଗଲେ ବି କିଛି ଦୁଖ ନାହିଁ ସେଦିନ ସେ ଚେୟାରମ୍ୟାନ ମଉସା ମୋ ହାତ ଧରି ଭିଡି ନେଇ ମତେ ନିବସ୍ତ୍ର କରି ଦେଇ ମୋ କଅଁଳ ମାଂସକୁ ଚିକେନ ତନ୍ଦୁରୀ ଖାଇଲାଭଳି ଖାଇଗଲେ ପ୍ରତି ବଦଳରେ କହିଲେ ତୋ ପାଇଁ ଗୋଟେ ବଡ ବୀମା କରିଦେବି ମୁଁ ସେ ବୀମା ଫିମା କିଛି ବୁଝି ନଥିଲି ବାବୁ ହେଲେ ଆଜି ମୁ ସବୁ ବୁଝୁଚି ,ଖାଲି ବୀମା ନୁହେଁ ମୋର ଯାହା ଦରକାର ଏଇ ଯେମିତି ଡାଲି ଚାଉଳଠୁ ଆରମ୍ଭ କରି ଲୁଗା ପଟା ଫିଲିମ ଟିକେଟ ଓଷଧ ମେଡିକାଲ ସବୁ ଏଇ ମାଲିକ ମାନେ ବୁଝନ୍ତି ମନରେ ଅନେକ ଦୁଃଖ ଦେହ କୁ କଷ୍ଟ ହେଲେବି ମତେ ତାଙ୍କ କଥା ବୁଝି ବାକୁ ପଡେ ମୁଁ ତ ଆଉ କ୍ରୁତଘ୍ନ ହେଇ ପାରନ୍ତିନି କି ଚାକରାଣି ବୋଲି ଅପଖ୍ୟାତି ନିଅନ୍ତିନି..ମୁଁ ବି ଗୋଟେ ସାଧାରଣ ଝିଅ ମୋର ବି ସବୁଝିଅଙ୍କ ଭଳି ସ୍ୱପ୍ନ କୁ ପାଳି ପୋସି ବଡ କରିବାକୁ ଇଛାଥିଲା.ବେଳେବେଳେ ଏଇ ଯୋଉ ପୁଅ ପିଲାଙ୍କ ଭଳି ଜିନ ସାର୍ଟ ଡାଏରି କି ଭ୍ୟାନିଟି ଧରି ଓଠରେ ବହଳ ଲିପସ୍ଟିକ ମାରି ପ୍ରେମିକ ମାନଙ୍କ ଗାଡିରେ ବସିି ଅଫିସ ଯାଉଥିବା ଝିଅଙ୍କୁ ଦେଖି ମୋର ଭାରି ଲୋଭ ହଉଥିଲା ସେଇଥି ପାଇଁ ପାଠରେ ମନ ଦେଇଥିଲି ଆମ ସ୍କୁଲ ର ସାହୁ ସାର ବି ମତେ ବହୁତ ଭଲ ପାଉଥିଲେ ମୁଁ ଭଲ ପାଠ ପଢୁଥିଲି ୮୦/୯୦ ମାର୍କ ରଖୁଥିଲି . ମୋ ବାପା ହାର୍ଟ ଆଟାକରେ ଚାଲିଯିବା ପରେ ମୋ ବୋଉ ଟା ବି ଚାଲିଗଲା ଛୋଟ ଭାଇ ଟାକୁ ନେଇ ଜିବିକା ନିର୍ବାହ କରିବା କେତେ କଷ୍ଟ ଅନୁଭବି ହିଁ ସିନା ବୁଝି ପାରେ ମୋ ପାଇଁ ଆମ ସ୍କୁଲ ର ସାହୁ ସାର ହିଁ ଏକା ସାହା ଭରଷା ଥିଲେ . ମତେ ସେ କହିଲେ କିଛି ଚିନ୍ତା ନାହିଁ ମୁଁ ଅଛି ଆଉ କିଛିଦିନ ଦାୟିତ୍ୱବି ବୁଝୁଥିଲେ ଖାଇବା ପିଇବା ଆଣି ଦଉଥିଲେ ଏଇ ଭିତରେ ତାଙ୍କ ଘର କୁ ଯିବା ଆସିବା ବି ବଢି ଯାଇଥାଏ ଦିନେ ମତେ ଏକୁଟିଆ ପାଇ ଗୋଡ ହାତ ମୁଣ୍ଡ ଚିପିବାକୁ କହିଲେ ଆଉ ଧିରେ ଧିରେ ମୁଁ ଅନୁଭବ କରୁଥାଏ ତାଙ୍କ ନିଷ୍ଠୁର ହାତ ମୋ ପାଦ ଜଂଘ ପେଟ ଛାତି ଆଉ ନିବ୍ରୁତ ଅଂସ କି ଛୁଉଁ ଥିଲା ଭାରି ନିର୍ଲଜ ଭାବରେ ମୁଁ ଶଂକି ପଡି ଉଠିଆୁସୁଥିଲି କିନ୍ତୁ ତାଂକ ସେ ଚକ ଧରା ହାତ ଟରେ ଯେ ଏତେଶକ୍ତି ଥିଲା ମତେ ସେଠି ସବୁ କିଛି ଦେଇ କି ହିଁ ମୁକ୍ତି ମିଳିଥିଲା ଧିରେ ଧିରେ ତାଂକର ଏଇଟା ଅଭ୍ୟାସରେ ପରିଣତ ହେଇଗଲା ପାଠ ଅପେକ୍ଷା ଏଇ ପାଠ ଟା ବେଶି ହେଇଗଲା . ମତେ ସିଏ କହିଲେ ଦେଖ ତୁ ମୋ ପାଖରେ ସବୁଦିନ ପାଇଁ ରହିଯା .ତାଂକ ସ୍ତ୍ରୀ ବହୁତ ଦିନ ହବ ମରିଯାଇଥିଲେସେଇଥିପାଇଁ ଦେହର ଭୋକରେ ଆଉଟୁ ପାଉଟୁ ହଉଥିଲେ ୫୮ ବର୍ଷ ବୟସର ବୁଢା କୁତ ମୁଁ ସ୍ୱାମି ବୋଲି ଭାବି ପାରି ନଥାନ୍ତି ବରଂ ତାଂକ ପୁଅ ର ବାହା ହବା ବୟସ ହେଇଯାଇଥିଲା ମନେ ମନେ ସିଏ ବି ମତେ ଭଲ ପାଉଥିଲା ଗୋପନରେ କିଛି କହିବାକୁ ଚାହୁଁଥିଲା କିନ୍ତୁ ବାପାଟା ତାର ବଇରୀ ସାଜିଥିଲା . ନଚାହିଁ କି ବି ମୁଁ ବାଧ୍ୟ ହୋଉଥିଲି ମୋ ପରିସ୍ଥିତି ପାଇଁ ଦିନେ କିନ୍ତୁ ଦ୍ରୁଢ ନିଷ୍ପତି ନେଲି କି ତାଙ୍କ ଲୋପଦ୍ରୁଷ୍ଟି ରୁ ବଂଚିବାକୁହେଲେ ମତେ ପାଠ ଛାଡିବାକୁ ପଡିବ ଭାଡ ମେ ଯାଏ ମୋ ସ୍ୱପ୍ନ ଫୋପ୍ନ. ସେଇଦିନରୁ ପାଠରେ ଡୋରି ବାନ୍ଧୀଲି ଆଉ ମୋଜଣେ ସଂପର୍କୀୟଙ୍କୁ କହି ସହରର ଗୋଟେ ଚାକିରି ବୁଝିବାକୁ କହିଲି ସିଏ ବି ବୁଝିଦେଲେ ଏଇ ଚାକରାଣିର ଚାକିରି ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ପଢିଥିବା ଏଇ ଚୁମୁକି ତ ଭାରତର ରାଷ୍ର ପତି ହେଇ ନଥାନ୍ତା .କିନ୍ତୁ ବାବୁ ଆଜି ମୋ ପାଖରେ ଜିନ ପ୍ୟାଣ୍ଟ ସାର୍ଟ ଭ୍ୟାନିଟ୍ ଗାଡିସବୁ ଅଛିଆଉ ମୋ ଭାଇ କୁ ବି ମଣିଷ କରିଛି କିନ୍ତୁ ମୁଁ ଏଇ ସଂଧ୍ୟା ତାରା ଭଳି ସ୍ୱପ୍ନର ଧରାଟାକୁ କୁ ଖାଲି ଦେଖେ ହେଲେ ଯା ଧରି ପାରେନା….

love

जिन्दगी ने हमे वो सिखाया नहीं
जिसे हमने कभी पाया नही
उससे हम रूबरू हुए भी तो वहाँ
जहाँ मौत ने भी हमे बचाया नहीं